ତିନି ପ୍ରତିଶତରୁ କମ ଭାରତୀୟ ସୁଚନା ଆଇନ ଜାଣନ୍ତି!

ସୂଚନା ଅଧିକାର ଆଇନ ଲାଗୁ ହେବାର ବାର ବର୍ଷ ପରେ ମଧ୍ଯ ପ୍ରତିବର୍ଷ ୪୦ ରୁ ୬୦ ଲକ୍ଷ ସୂଚନା ଆବେଦନ ପତ୍ର ଦାଖଲ କରନ୍ତି;କିନ୍ତୁ ୩ ପ୍ରତିଶତରୁ କମ ଭାରତୀୟ ନାଗରିକ ଏହାର ଆବେଦନ କରନ୍ତି ବୋଲି ବିଶେଷଜ୍ଞ ମାନେ ମତ ରଖନ୍ତି। ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୧୨-୧୦-୨୦୨୨ ଅକ୍ଟୋବର ୧୨ ତାରିଖକୁ ଦେଶରେ ସୂଚନା ଅଧିକାର ଆଇନ ଦିବସ ନାମରେ ପାଳନ କରାଯାଏ।ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ଆରଟିଆଇ ଦିବସ ପାଳନ କରାଯାଇଛି।ଆରଟିଆଇ କ୍ଲିନିକ … Continue reading ତିନି ପ୍ରତିଶତରୁ କମ ଭାରତୀୟ ସୁଚନା ଆଇନ ଜାଣନ୍ତି!